Varanasi and Nagpur: ଅନ୍ୟକୁ ଉପଦେଶ ଦେବା ବନ୍ଦ କର, ବାରାଣସୀ ଓ ନାଗପୁର ପରାଜୟର ସମୀକ୍ଷା କର: ମୋଦୀଙ୍କୁ କଂଗ୍ରେସର ଜବାବ

ନୂଆଦିଲ୍ଲୀ: ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକଟାକ୍ଷ କରିବା ପରେ ତାଙ୍କୁ ପାଲଟା ଜବାବ ଦେଇଛି କଂଗ୍ରେସ। ଅନ୍ୟମାନଙ୍କୁ ସମାଲୋଚନା ଓ ଉପଦେଶ ଦେବା ବନ୍ଦ କରି ନିଜ ଦଳର ପରାଜୟର ସମୀକ୍ଷା କରିବାକୁ ମୋଦୀଙ୍କୁ କହିଛି ଦଳ। ବିଶେଷକରି ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ଉତ୍ତରପ୍ରଦେଶର ବାରାଣସୀରେ ବିଜେପି ଉଭୟ ବିଧାନ ପରିଷଦ ଆସ...
This is a short summary. The complete report was published by Sambad.
Read full story